https://kanaknews.com/teacher-made-a-swarga-dham-for-poor-people/
ଶିକ୍ଷକଙ୍କ ନିଆରା ନିଦର୍ଶନ…ମାନବ ସେବାର ଜ୍ୱଳନ୍ତ ଉଦାହରଣ ଇଶ୍ୱର ରାଓ । ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିଛନ୍ତି ରାୟଗଡାର ଇଶ୍ୱର ସାର୍ । ଗରିବ ଅସହାୟଙ୍କ ପାଇଁ ନିଜ ଉଦ୍ୟମରେ ତିଆରି କରିଛନ୍ତି ସ୍ୱର୍ଗଧାମ ।